‘ଆଇସିଆଇସିଆଇ’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲା: ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ

ମୁମ୍ବାଇ: ‘ଆଇସିଆଇସିଆଇ’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲାରେ ଆଜି ବମ୍ବେ ହାଇକୋର୍ଟ ‘ଭିଡିଓକନ୍‌ ଗ୍ରୁପ୍‌’ର ଅଧ୍ୟକ୍ଷ ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ନଗଦ ୧ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତରୁ ମୁକ୍ତ କରାଯିବ। ଧୂତଙ୍କୁ ଜାମିନ ଦେବା ବିରୋଧରେ ମଧ୍ୟ ଅଦାଲତରେ ଓକିଲମାନଙ୍କଦ୍ୱାରା ‘ଇଣ୍ଟର୍‌ଭେନ୍‌ସନ୍‌ ପିଟିସନ୍‌’ ଦାଖଲ କରାଯାଇଥିଲା। ସେମାନଙ୍କ ଉପରେ ଅଦାଲତ ୨୫,୦୦୦ ଟଙ୍କା ଜରିମାନା କରିବାକୁ ଆଦେଶ … Continue reading ‘ଆଇସିଆଇସିଆଇ’ ବ୍ୟାଙ୍କ୍‌-ଭିଡିଓକନ୍‌ ଋଣ ମାମଲା: ବେଣୁଗୋପାଳ ଧୂତଙ୍କୁ ଅନ୍ତରୀଣ ଜାମିନ